logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଚ୍‌କାବା
କ୍ରି. ଉପରୁ ଝୁଲାଇବା. ଟାଂଗିବା

ଉଚ୍‌କିବା
କ୍ରି. ଉପରୁ ଝୁଲିବା. ଉପରେ ଟାଂଗିଦେବା

ଉଚ୍‌କି ହେବା
କ୍ରି. ଗଳାରେ ଫାଶିଦେଇ ଆତ୍ମହତ୍ୟା କରିବା

ଉଚ୍‌କୁଣା ମାର୍‌ବା
କ୍ରି. ବିନା କାରଣରେ ବା ସାମାନ୍ୟ କାରଣରେ ଉଲ୍ଲସିତ ହେବା, ଉଚ୍ଚକୁ କୁଦା ମାରିବା

ଉଚଟ୍‌ବା
କ୍ରି. ମନ ନ ଲାଗିବା, ମନ ଭିନ୍ନ ହେବା

ଉଚଲ୍‌ବା
କ୍ରି. ଛାଇ ବା ଛାଲି ଉଠିଯିବା

ଉଚ୍‌ଲାବା
କ୍ରି. ଚୋପା, ଚମଡ଼ା ଛଡ଼ାଇବା

ଉଚା
ବିଂ. ଉଚ୍ଚ, ଡେଂଗା

ଉଁଚାଇବା
କ୍ରି. ଟେକିବା; ଉଠାଇବା; ହାତ, ଠେଂଗା ଆଦି ଉଚ୍ଚ କରିବା

ଉଛନ୍
ବିଂ. ଅଧୀର


logo