logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଇ ବାଗିର୍
ସ. ଏପରି

ଇ ବୁଆ
ଧ୍ୱ. ଅନ୍ୟର କଥା ବା କାର୍ଯର ମୃଦୁ ପ୍ରତିବାଦସୂଚକ ବା ନିଜ କାର୍ଯର ଔଚିତ୍ୟସୂଚକ ଧ୍ୱନି, ଈଷତ୍ ବିସ୍ମୟସୂଚକ ଧ୍ୱନି

ଇମାନ୍
ବି. କୃତଜ୍ଞତା, ବିଶ୍ୱାସ, ମର୍ଯାଦା, ଜୀବଧର୍ମ

ଇମାନ୍‌ସେ
ବି. କଥିତ ବାକ୍ୟ ପ୍ରତି ଶ୍ରୋତା ମନରେ ବିଶ୍ୱାସ ଜନ୍ମାଇବା ସକାଶେ ଶପଥ ଧ୍ୱନି

ଇମାନ୍‌କର୍
ସ. ଏମାନଂକର

ଇମାନ୍‌ଦାର୍
ବିଂ. କୃତଜ୍ଞ, ବିଶ୍ୱସ୍ତ

ଇମାନେ
ସ.ଏମାନେ

ଇର୍‌ଦାଢିଆ
ବିଂ. ପ୍ରସବ ପରେ ଯେଉଁ ମ‍ଇଁଷିର ଗର୍ଭରୁ ଫୁଲ ପଡ଼ି ନଥାଏ

ଇରିମେରିତେରି
ବି. ଆତ୍ମବଡ଼ିମା ପ୍ରଦର୍ଶନ ଦୃ : ପାଠ୍ ଦୁଇ ଅଖର୍ ପଢିଛେ କାଣା, ସେ ବଡ଼ା ଇରିମେରିତେରି କରୁଛେ

ଇ ଲକୁନ୍
ସ. ଏହିଠାରୁ


logo