logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଇ ଜତିଆ
ବିଂ. ଏହି ଆକାରର

ଇଜ୍‌ମାଲି
ବିଂ. ଏକାଧିକ ବ୍ୟକ୍ତିଂକ ଅଧିକାରଭୁକ୍ତ

ଇଜ୍‌ରଏ/ଯ୍
ବି.ମୋକଦ୍ଦମାରେ ଡିକ୍ରିଜାରି

ଇଜ୍‌ରି
ବି. ଜପ୍‍ତି କରିବା ପୂର୍ବରୁ ଦିଆଯାଇଥିବା ନୋଟିସ୍

ଇଝାର
ବିଚାରାଳୟରେ ଦିଆଯାଇଥିବା ବକ୍ତବ୍ୟ

ଇଁଟ୍
ବି. ଓଦା ମାଟିର ମେଂଚା ବା ବଡ଼ ଟେଳା

ଇଁଟ୍‌ଲା
ବି. ୧. ଅସ୍ଥାୟୀ ଚୁଲି ବା ଖଂଦା | ୨. ଭଂଗା ଇଟା ଖଂଡ

ଇଟ୍‌ଲା/ଲି ଫୁଲ୍
ବି. ଏକ ପ୍ରକାର ଫୁଲ

ଇଟା
ସ. ଏହା , ଏଇଟା

ଇଟିଲ୍‌ଟିଲ୍
ବିଂ. ଅସ୍ଥିର, ଦୋଳାୟମାନ


logo