logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆସିଛନ୍
କ୍ରି. ଆସିଛଂତି

ଆସୁଛନ୍
କ୍ରି. ଆସୁଛଂତି

ଆହ୍‌ଲାଦ୍
ବି. ଆନଂଦଯୁକ୍ତ ଆଦର, ସ୍ନେହ

ଆହ୍‌ଲାଦ୍ କର୍‌ବା
କ୍ରି. ଅରକ୍ଷଣ ହେପାଜତ ନେବା

ଏହି' ଅର୍ଥରେ ନିକଟବର୍ତ୍ତୀ ବ୍ୟକ୍ତି , ବସ୍ତୁ ବା ସ୍ଥାନର ସୂଚନା ଦେବାପାଇଁ ବ୍ୟବହୃତ ସର୍ବନାମ-ବିଶେଷଣ | ଦୃ : ଇ ପିଲା, ଇ କଲମ୍, ଇ ଘର୍, ଇ ସହର୍ | ପର-ଶବ୍ଦାଂଶ | କ୍ରିୟା-ମୂଳ ସହିତ ଲାଗିଲେ ବିଶେଷ୍ୟ ଗଠିତ ହୁଏ | ଦୃ : କାଂଦ୍ : କାଂଦି, ରଡ଼୍ : ରଡ଼ି | ବିଶେଷ୍ୟ ସହିତ ଲାଗିଲେ ବିଶେଷଣ/ଗୁଣବାଚକ ବିଶେଷ୍ୟ ଗଠିତ ହୁଏ | ଦୃ : ଟୁଁଡ଼୍ : ଟୁଁଡ଼ି, କଜଲ୍ : କଜଲି, ସୁଆଦ୍ : ସୁଆଦି

ଇଆ
ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ବାଦଲ୍ : ବାଦ୍‌ଲିଆ, ପୁହୁର୍, ପୁହୁରିଆ, ଅସ୍‌କଟ୍ : ଅସ୍‌କଟିଆ

ଇଆଁ
ପର-ଶବ୍ଦାଂଶ | ଶବ୍ଦ ସହିତ ଲାଗିଲେ ବିଶେଷଣ ଗଠିତ ହୁଏ | ଦୃ : ପୁସ୍ : ପୁସିଆଁ, ମୁଲ୍ : ମୁଲିଆ

ଇଆଦ୍
ବି. ସ୍ମରଣ

ଇଏ
ସ. ନିକଟବର୍ତ୍ତୀ ବ୍ୟକ୍ତି ପକ୍ଷରେ ବ୍ୟବହୃତ ସର୍ବନାମ | ଦୃ : ଇଏ ସେନ୍‌ତା କାମ୍ ନାଇଁ କରିପାରେ |

ଇଏଁଡ୍
ବି. ପୁଂ ଚିହ୍ନ, ଲିଂଗ


logo