logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆର୍
ଅ. ଆହୁରି, ଏବ`, ଓ, ଅନ୍ୟ | ପର-ଶବ୍ଦାଂଶ | ଦୃ ` ଚିହ୍ନ : ଚିହ୍ନାର (ଚିନ୍‌ହାର), ଜନାର୍, ଭୁତିଆର୍

ଆର୍‌ଛନ୍‌କେ
ଆଉ ଅଳ୍ପ ସମୟ ପରେ

ଆର୍‌ଛନେ
୧. ଅନ୍ୟ ସମୟରେ | ୨. ଅଳ୍ପ ସମୟ ପୂର୍ବରୁ

ଆର୍‌ଛନେକ୍
ଆଉ କ୍ଷଣେ

ଆର୍‌ପା/ପିରେ
ବି. ଆଉ ଥରେ, ପୁନର୍ବାର | ଦୃ : ଆର୍ ପାରେ ଖେଲ୍‌ମା

ଆଂରଭ
ବି. ଆଡ଼ଂବର

ଆରଂଭିଆ
ବି.ଯେ ଆଡ଼ଂବର ପ୍ରଦର୍ଶନ କରେ

ଆରା
ବି. ଶଗଡ଼ ଚକର ଅର

ଆରାକ୍‌ସିଆ
ବି. ବଡ଼ କରତ ଚଳାଇବା ଲୋକ

ଆରାମ କର୍‌ବା
କ୍ରି. ବିଶ୍ରାମ ଗ୍ରହଣ କରିବା


logo