logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆପୁ
ବି. ଅଫିମ

ଆପୁକର୍‌ଲା
ବି. ପ୍ରାଣନାଶକ ବିଷ ଦ୍ରବ୍ୟାଦି |

ଆପୁସ୍
ଅ. ପୋଷା ବିଲେଇକୁ ଡାକିବା ଧ୍ୱନି |

ଆଫା କର୍‌ବା
କ୍ରି. କନା ବିଂଡାରେ ମୁଖଶ୍ୱାସ ଛାଡ଼ି ଯଂତ୍ରଣା ଉପଶମ ପାଇଁ ଶରୀରର କୌଣସି ସ୍ଥାନରେ ଛୁଆଁଇବା |

ଆଫୁଆ
ବି. ଅଫିମଖୋର୍ |

ଆଫୁବାଦ
ବି. ନଟୁ ଖେଳରେ କ୍ଷଣିକ ବିଶ୍ରାମ |

ଆବ୍‌ରାଆବ୍‌ରି
ବିଂ. ପରସ୍ପର ଲଗାଲଗି ହୋ‌ଇ |

ଆବରା କର୍‌ବା
କ୍ରି. ଯଥାରୀତି ନିର୍ବଂଧ ସାରି କନ୍ୟାକୁ ବୋହୂ କରିବା ପାଇଁ ସମ୍ମତ ହେବା |

ଆବ୍‌ରିବା
କ୍ରି. ସଂରକ୍ଷଣ କରିବା, ନିଜ ଅଧିକାରକୁ ଆଣିବା |

ଆବାକାବା
ବିଂ. ଆଶ୍ଚର୍ଯ୍ୟ ଚକିତ |


logo