logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆନି
ବି. ଏକ ପ୍ରକାର ଦଂଶନଶୀଳ ମାଛି | ପର-ଶବ୍ଦାଂଶ | କ୍ରିୟାରେ ଲାଗିଲେ ବିଶେଷ୍ୟ ଗଠିତ ହୁଏ | ଦୃ : ଲୁକ୍ : ଲୁକାନି, ଦେଖ୍ : ଦେଗାନି, ପିଂଧ୍ : ପିଂଧାନି, ଡର୍ : ଡରାନି |

ଆନି ଛାଡ଼୍‌ବା
କ୍ରି. ସାଂଗରେ ଆସି ଛାଡ଼ିଯିବା |

ଆପଟ୍
ବି. ଏକ ଶ୍ରେଣୀୟ ଗ‌ଉଡ଼ ଜାତି ବିଶେଷ |

ଆପ୍‌ଟି ଦେବା
କ୍ରି. ବାହୁ ଦ୍ୱାରା ଭିଡ଼ି କାବୁ କରିବା

ଆଁପ୍‍ଡ଼ି/ରିବା
କ୍ରି. ନଖ ଦ୍ୱାରା ରାଂପିବା, ଆଂଚୁଡ଼ିବା

ଆପ୍‌ନେ
ସି. ମାନ୍ୟାର୍ଥେ 'ସେ' |

ଆପ୍‌ରୁପି
ବିଂ. ଆତ୍ମଚାରୀ , ସ୍ୱମତ ପାଳକ, ଅହମିକାଗ୍ରସ୍ତ |

ଆପ୍‌ସି
ବିଂ. ପରସ୍ପର ସଂପର୍କୀୟ l

ଆପାଲକ୍
ବି. ଫସଲ ନ ହେବା ଅବସ୍ଥା |

ଆପାସି
ବିଂ. ପରସ୍ପର ସଂପୃକ୍ତ |


logo