logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଦି
ପର-ଶବ୍ଦାଂଶ | ପି+ଆଦି =ପିଆଦି, ଖା+ଆଦି = ଖାଦି |

ଆଦିଅଁତ୍
ବି. ଆଦି ଅଂତ, ଅସଲ କାରଣ, ପ୍ରକୃତ ସ୍ୱରୂପ ବା ସ୍ୱଭାବ |

ଆଦେ
ଅ. ସାବଧାନତା ସୂଚକ ଅବ୍ୟୟ, ଏଠାରେ, ଏଇ ଯେ |

ଆଧାର୍
ବି. ଆହାର, ଖାଦ୍ୟ |

ଆଧିକ୍
ବିଂ. ବିସ୍ମିତ, ଚକିତ |

ଆନ୍
କ୍ରି. ଅଟଂତି, ବିଂ. ଅନ୍ୟ | ପର-ଶବ୍ଦାଂଶ | କ୍ରିୟାରେ ଲାଗିଲେ ବିଶେଷ୍ୟ ଗଠିତ ହୁଏ | ଦୃ : ଛେକ୍ : ଛେକାନ୍, ଠୁକ୍ : ଠୁକାନ୍, ପିଟ୍ : ପିଟାନ୍, ଉଡ଼୍ : ଉଡାନ୍

ଆନ୍‌ବା
କ୍ରି. ଆଣିବା |

ଆନ୍‌ଭିନ୍
ବି. ତଫାତ୍, ପାର୍ଥକ୍ୟ |

ଆନ୍‌ମାନ୍
ବି. ସଂତୋଷ, ଆନଂଦ, ଅନୁମାନ |

ଆନାଜାନା
ବି. ଆସିବା ଯିବା, ଗମନାଗମନ |


logo