logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଡ଼େ ଠାଡ଼େ
ବିଂ କାମଚଳା, ଯେନକେନ ପ୍ରକାରେଣ |

ଆଡ଼େ ଦିର୍‌ଘେ
ବିଂ. ପ୍ରସ୍ଥ ଓ ଦୈର୍ଘ ବାଗରେ

ଆଡ଼େନ୍
ବି. ୧. ମାଛ ଧରିବା ପାଇଁ ଏକ ପ୍ରକାର ଗୋଲାକାର ଜାଲ | ୨. ଝରଣାରେ ମାଛ ଅଟକାଇବା ପାଇଁ ବଂଧାଯାଇଥିବା ବଂଧ |

ଆଢର୍‌ଛା
ବି. ଅତର୍ଛା |

ଆଢ୍ୟ
ବି. ସମୃଦ୍ଧିଶାଳିନତା |

ଆତା
ବି. ବାପାଂକ ଭଉଣୀ l

ଆତି
ପର-ଶବ୍ଦାଂଶ l ଶୁ+ଆତି = ଶୁଆତି, ବୁହ୍+ଆତି=ବୁହାତି, ଧରାତି, ବରାତି l

ଆଦ୍‌ରି ଖେଚ୍‌କି
ଆଦ୍‌ରି ଖେଚ୍‌କି' ଦେଖ |

ଆଦ୍‌ରିବା
କ୍ରି. ୧. ଆଦର, ଗ୍ରହଣ, ପାଳନ, ସ୍ୱୀକାର କରିବା | ୨. କଚାଡ଼ି ଦେବା |

ଆଦ୍‌ରିହେବା
କ୍ରି.୧. ଆଦର ଭିକ୍ଷା କରିବା | ୨. କଚାଡ଼ି ହେବା |


logo