logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଡ଼୍‌କୁ
ବିଂ. ଏକବାଗିଆ |

ଆଡ଼୍ କେର୍‌ଲିଆ
ବିଂ. ସାମାନ୍ୟ ମାନସିକ ବିକୃତି ସଂପନ୍ନ (ବ୍ୟକ୍ତି) |

ଆଡ଼୍ କେରିଆ
ବିଂ. ଏକ ପାଖିଆ ହୋ‌ଇ ଗୋଟିଏ ପାଖକୁ ଝୁଂକିଥିବା, ତେର୍‌ଛା |

ଆଡ଼୍‌ନି ଜାଲ୍
ବି. ମାଛ ଧରିବା ପାଇଁ ଏକ ପ୍ରକାର ଅଳ୍ପ ଓସାରିଆ ଲଂବା ଜାଲ |

ଆଡ଼୍ ବଏଁସି
ବି. ଆଡ଼ ବଂଶୀ |

ଆଡ଼୍‍ବାଗିଆ
ବିଂ ଗୋଟିଏ ପାଖକୁ ନ‍ଇଁ ପଡ଼ିଥିବା |

ଆଡ଼୍‍‌ବୁଝା
ବିଂ. ଓଲଟା କଥା ବୁଝେ |

ଆଡ଼୍‌ଭଏଁରା
ବିଂ. ମୋଟାମୋଟି ଢାଲ, ଶ୍ରବଣଶକ୍ତି ରହିତ ପୁରୁଷ | ସ୍ତ୍ରୀ : ଆଡ଼୍‌ଭଏଁରି) |

ଆଡ଼୍‌ମ‌ଇ
ବି. ଅସମତଳ କାଦୁଆ କ୍ଷେତର ଉଚ୍ଚ ସ୍ଥାନରୁ ନିମ୍ନକୁ ଚଳାଇନେଇ କ୍ଷେତକୁ ସମତଳ କରିବା ନିମଂତେ ପଟା ବା କଁପର୍ |

ଆଡ଼୍‌ମରା
ବି.ମଡୁଆ ବା ଛାମୁଂଡିଆ ଉପରେ ଆଡ଼ ବାଗରେ ପକାଯିବା କାଠ |


logo