logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Ho Sabdakosh

ଛାଈ
ଉମ୍ବୁଲ୍‍
ଛାଇରେ ବସିବା ।
ଉମ୍ବୁଲ୍‍‌ରେବୁ ଦୁବେଃ ।

ପାଦ
କାଟା ତାଲ୍‍କା
ରାମ ତଳିପାଦରେ କଣ୍ଟା ମାଡିଛି ।
ରାମ କାଟାତାଲ୍‍କାରେ ଯାନୁମେଃ ତେଗା ତାଡା ।

ପାଟି
ମଚା
ପାଟି ଘା' ହୋଇଛି ।
ମଚାଞ୍ ଗାୱାକାନା ।

ପାଚିଲା ବାଳ
ପାଣ୍ଡୁବାଲେ
ବାଳ ପାଚିଲାଣି ।
ବଅ‍୍ ବାଲେ ପାଣ୍ଡୁୟାନା ।

ପିଠି
ଦୟା
ପିଠି କୁଣ୍ଡେଇ ହେଉଛି ।
ଦୟା ବାବାତାଞ୍ଜ ତାନା ।

ପିତ
ପିଇତି
ପିତ ପିତାଲାଗେ ।
ପିଇତି ମେହେରା ।

ପେଶୀ
ଜୁମ୍‍‌କେ ଜିଲୁ
ମାଂସ ପେଶୀରେ ଘା ହୋଇଛି ।
ଜୁମକେ ଜିଲୁରେଞ୍ଜ ଗାୱା କାନା ।

ପେଟ
ଲାଇଃ
ପେଟ ବଥା ହେଉଛି ।
ଲାଇଃ ହାସୁତେନେ ।

ପୂଜ
ଗାୱା ମାତା
ଘା'ପାଚି ପୂଜ ବାହାରିଲା ।
ଗାୱ ମାତାୟାନା ।

ପଂଝା
ସାୟେ ଯାଂ
ପଞ୍ଜରା ହାଡ଼ ଭାଙ୍ଗିଲା ।
ସାୟେ ଯାଂ ରାପୁଡ଼କେନେ ।


logo