logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଘର୍‍
ବିଂ. ଅତୀତ କାଳର, ପୂର୍ବର l

ଆଘର୍‍ ମିତାନ୍‍
ଅ. ପୂର୍ବପରି,ଆଗଭଳି l

ଆଘ୍‍ଲି
ବିଂ. ପ୍ରଥମେ l

ଆଘୁନ୍‍
ବିଂ. ଆଗରୁ l

ଆଘେଁ
ବିଂ. ସମ୍ମୁଖରେ, ସାମ୍ନାରେ, ପୂର୍ବେ l

ଆଘେପୁର୍‍ବେଁ
ବିଂ. ପୂର୍ବେ l

ଆଘେଲ୍‍
ବିଂ. ପ୍ରଥମ l

ଆଘୋ
ବିଂ. ପ୍ରଥମେ, ଅତୀତରେ l

ଆଁଚ୍‍
ବି. ଅଗ୍ନିର ଉତ୍ତପ୍ତାବସ୍ଥା, ତାପ l

ଆଁଚତ୍‍
କ୍ରି. ଅଛଂତି l


logo