logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଗତ୍‍
ବିଂ. ଭବିଷ୍ୟତ୍‍ l

ଆଗତ୍‍ନିଗତ୍‍
ବି. ଆଗପଛ, ଅତୀତ ଭବିଷ୍ୟତ୍‍, ପୂର୍ବାପର l

ଆଗାଡ୍‍
ବି. ଆଗାଆଡ l

ଆଗାଡିଆ
ବିଂ. ସମ୍ମୁଖବର୍ତୀ l

ଆଗାଡୁ
ବି. ସମ୍ମୁଖରୁ l

ଆଗାଡେ
ବି. ଆଗାଆଡେ l

ଆଗି
ବି. ଅଗ୍ନି, ନିଆଁ l

ଆଗୁଆନି
ବି. ଅଗ୍ରଗାମୀ l

ଆଁଗୁଠ୍‍
ବି. ଆଂଗୁଠି l

ଆଘ
ବିଂ. ୧. ପ୍ରଥମେ l ଦୃ: କିଏ ଆଘ ଯିବା ? ୨. ଅତୀତରେ l ଦୃ: ଆଘ ଇଠାନେ ଗୁଟେ ଇସ୍‍କୁଲ୍‍ ଥିଲା l


logo