logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Ho Sabdakosh

ଚଷମା
ଚସମା
ଆଖି ଖରାପ ହେଲେ ଚଷମା ପିନ୍ଧନ୍ତି ।
ମେଡ‍଼ କରାବ୍‍ୟାନ୍‍‌ରେ ଚସମାକ ହରଃୟା ।

ଚେଙ୍ଗ
ଚଳା
ଚେଙ୍ଗମାଛ କାଦୁଅରେ ରହେ ।
ଚଳା ହାଇ ଲସଅଡ଼ରେଃ ତାଇନୋ ।

ଚନ୍ଦ୍ର
ଚାଣ୍ଡୁଃଉ
ପୂର୍ଣ୍ଣିମାରେ ଚନ୍ଦ୍ର ଗୋଲ୍‍ ଦେଖାଯାଏ ।
ପୁନାଇଁ ମୁସିଂ ଚାଣ୍ଡଃଉ ଡୁଉଲ୍‍‌ଗେ ନେଲଃୱ ।

ଚନ୍ଦ୍ରକିରଣ
ତେତେଃମାର୍‍ସାଲ/ଚାଣ୍ଡୁଃ ମାରସାଲ
ରାତିରେ ଚନ୍ଦ୍ର କିରଣ ଦେଖାଯାଏ ।
ନିଦେ ନୁବେଃରେ ତେତଃ ମାରସାଲ୍‍ ନେଲଃୱ ।

ଚନ୍ଦ୍ରଗ୍ରହଣ
ଚାଣ୍ଡୁଉ ଗାର୍‍ନା
ସୂର୍ଯ୍ୟ ଓ ଚନ୍ଦ୍ର ଏକ ସରଳ ରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୁଏ ।
ସିଙ୍ଗି ଅଣ୍ଡଃ ଚାଣ୍ଡୁଃଉ ମିଡ଼୍ ପାନ୍ତି ରେକିଂ ତାଇୟେଣ୍ଡେ ଦ ଚାଣ୍ଡୁଃ ଗାରନା ହବାନା ।

ଚୈତ୍ର
ଚୁଇତି/ସେନ୍ଦେରା
ଚୈତ୍ର ମାସରେ ମହୁଲ ଫୁଲ ପଡେ ।
ସେନ୍ଦେରା ଚାଣ୍ଡୁଃଉ ମାଡକାମ ଇୟୁଃଏ ।

ଚୁନ
ଚୁଉନ୍‍
ଦୁଃକ୍‍ତାରା ଚୂନ ମିଶାଯାଏ ।
ସୁକୁଲ୍‍‌ରେ ଚୁଉନ ଗସଃ ମିଡ଼ଃ ଆ ।

ଛାତି
କୁଆମ୍‍
ଛାତି ଯନ୍ତ୍ରଣା ହେଉଛି ।
କୁଆମ୍‍ ହାସୁ ତେନେ ।

ଛେପ
ବେଃ ଏ
ଠାକୁରଙ୍କୁ ଜାଗାରେ ଛେପ ପକାନ୍ତୁ ନାହିଁ ।
ବଙ୍ଗାକ ଜାଗାରେ କାବୁ ବେଃଏ ୟା ।

ଛୋଟା
ଚଟା
ଛୋଟା ଲୋକ ଚାଲିପାରେ ନାହିଁ ।
ଚଟା ହୋ କାଃଏ ସେନ୍‍ଦାଇୟେ ।


logo