logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Ho Sabdakosh

ଚିତ୍ରକର
ବେଙ୍ଗେରା
ଚିତ୍ରକର ଚିତ୍ର ଆଙ୍କୁଛି ।
ବେଙ୍ଗେରା ବେଙ୍ଗାବାଙ୍ଗି ବାଇତେନେ ।

ଚିମୁଟା
ଚିମ୍‍ଟା
ଗରମ ଜିନିଷକୁ ଚିମୁଟାରେ ଧରନ୍ତି ।
ଲଲ ଗିନିଷ ଚିମ୍‍ଟାତେକ ସାବାୟା ।

ଚାମୁଚ
କମ୍ବୋ
ଚାମୁଚରେ ଖାଇବା ।
କମ୍ବୋତେବୁ ଜମେୟା ।

ଚୁଲି
ଇଟୁଲଃ
ଚୁଲିରେ ହାଣ୍ଡି ବସାଇବା ।
ଇଟୁଲଃରେ ଚାଟୁବୁ ଚନ୍ଦାୟା ।

ଚଟୁ
ଲୁଣ୍ଡିଇ/ଆନ୍ଦାଦାଣ୍ଡାଃ
ଚଟୁରେ ଘାଣ୍ଟିବା ।
ଲୁଣ୍ଡିଇତେବୁ ସାଉଟିୟା ।

ଚଟେଇ
ହନ୍‍ ଜାଟି
ଚଟେଇରେ ବସିବା ।
ହୁନ୍‍ଂ ଜାଟିରେବୁ ଦୁବେ ।

ଚଉକି
ତେଣ୍ଡେଲ୍‍ ମାଚିଲେ
ଚଉକିରେ ବସିବା ।
ତେଣ୍ଡେର ମାଚିଲେ ରେବୁ ଦୁବେ ।

ଚଟି
ଯୋତା
ପାଦକୁ ସୁରକ୍ଷିତ ପାଇଁଚଟି ପିନ୍ଧନ୍ତି ।
କାଟାତାଲକା ବୁଗିନ୍‍ ତାଇନ୍‍ ଲାଗିଡ଼ ଯୋତାବୁ ହରଃୟା ।

ଚେନ୍
ସୁନା ହିସିର୍‍
ଝିଅମାନେ ଚେନ୍‍କୁ ପିନ୍ଧିବା ପସନ୍ଦ କରନ୍ତି ।
କୁଇ ହନକ ସୁନା ହିସିର୍‍କ ରାଁସାତିୟାଃ ।

ଚିତାବାଘ
ସନା ଚିତାକୁଲେ
ଚିତାବାଘ ବହୁତ ଦୌଡ଼ିପାରେ ।
ସନା ଚିତାକୁଲେ ଏସୁଃନିର୍‍ଦାୟେ ।


logo