logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Ho Sabdakosh

ପଂଜରା
ପାଞ୍ଜରା
ପଂଜରା ହାଡ଼ ଭାଙ୍ଗିଗଲା ।
ପାଞ୍ଜରା ଜାଂ ରାପୁଡ୍‍ୟାନା ।

ପାକସ୍ଥଳୀ
ଉକୁଡ୍‍
ପାକସ୍ଥଳୀରେ ଖାଦ୍ୟ ହଜମ ହୁଏ ।
ଉକୁଡ଼୍‌ରେ ନାଙ୍ଗମ୍‍ ଜିରେଓଃଆ ।

ଘର ଚଟାଣ
ଚାଟାନ୍‍
ଘରେ ଚଟାଣ ସଫା କରିବା ।
ଅହାଃ ଚାଟାନ୍‍ ସାଫାୟାବୁ ।

ଘୋଳଦହି
ମରଏତୱା
ଘୋଳଦହି ପିଇବା ଭଲ ।
ମରଏତୱା ନୁଇଁରେ ବାଣିୟେଃ ।

ଘୁଷୁରୀ
ସୁକୁରି
ଘୁଷୁରୀ ଦୌଡୁଛି ।
ସୁକୁରି ନିରେକେଡ଼େ ।

ଘୋଡା
ସାଦମ୍‍
ଘୋଡ଼ା ଦୌଡ଼ିଲା ।
ସାଦମ୍‍ ନିର୍‍କିଡ଼ା ।

ଘଡଘଡି
ରିମିଲ୍‍ ସାଳି/ଟେର୍‍/ଗାଳାଗୁଳୁ
ଘଡଘଡି ମାରୁଛି ।
ଗାଳାଗୁଳୁଇତେନେ ।

ଚଷା
ଚାଆସ
ଧାନ ଚାଷ କରିବା ।
ବାବାବୁ ଚାଆସୟା ।

ଚାକର
ଦାସି
ଧନୀ ଲୋକମାନେ ଚାକର ରଖନ୍ତି ।
ମୁଣ୍ଡେ 'ହୋ' କ ଦାସି ହୋକ ରିକେକୱା ।

ଚୋର
କୁମ୍ବୁଉ
ଚୋର କରୁଛି ।
କୁମ୍ବୁଉ ତାନାଃ ।


logo