logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଅ
କ୍ରି. ଅଟ l

ଆଇଖାଡି
ବି. ଦହି ମଂଥିବା ପାଇଁ ବାଡି l

ଆଇବା
କ୍ରି. ଆସିବା l

ଆଇସ୍‍ଥିଲା
କ୍ରି. ଆସିଥିଲା l

ଆଇଁସ୍‍ବିସର୍‍
ବିଂ. ଆମିଷଜାତୀୟ ପଦାର୍ଥ l

ଆଉ
କ୍ରି. ଅଟୁ l

ଆଉଁ
କ୍ରି. ଅଟୁଁ l

ଆଉଁଡ୍‍
ବି. ଆବର୍ତ l

ଆଉଁଡ୍‍ବା
କ୍ରି. (ପାଣି ) ଭଉଁରି ବୁଲିବା l

ଆଉତି
ବି. ଆସିବା (ବେଳ), (ଜାଉତି = ଯିବାବେଳ )


logo