logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅସର୍‍ଲି
ବିଂ. ଅଶ୍ଲୀଳ (ବ୍ୟକ୍ତି) l

ଅସଲ୍‍ଗଡ୍‍
ବିଂ. ଅବାଗିଆ l

ଅସଲ୍‍ଟି
ବିଂ. ଅବ୍ୟବସ୍ଥିତ l

ଅସଲ୍‍ଟି ପସ୍‍ରା
ଅସଲ୍‍ଟି' ଦେଖ l

ଅସହନି
ବି. ଯାହାକୁ ସହ୍ୟ କରାଯାଏନାହିଁ l ଦୃ: ସାନ୍‍ ଭୁଆସେନ୍‍ କେ ଘରର୍‍ ସଭେ ଅସହନି କରଛିନ୍‍ l

ଅସାଏଧ୍‍
ଯାହାକୁ ସାଧ୍ୟ ବା ମଣ କରି ହୁଏ ନାହିଁ,ଅସାଧ୍ୟ l

ଅସାଂଗି
ବିଂ. ଗର୍ଭବତୀ l

ଅସାହସ୍‍
ବି. ସାହସହୀନତା l

ଅସୁତ୍‍ରିଆ
ବିଂ. ଲକ୍ଷ୍ୟହୀନ l

ପର-ଶବ୍ଦାଂଶ l କ୍ରିୟା ମୂଳରେ ଲାଗିଲେ ବିଶେଷ୍ୟ ଗଠିତ ହୁଏ l ଦୃ: ପି: ପିଆ, ଧୁ:ଧୁଆ, ଧୁକ୍‍: ଧୁକା, ଦେଖ୍‍:ଦେଖା, ପଢ୍‍:ପଢା l ପର-ଶବ୍ଦାଂଶ l ବିଶେଷ୍ୟରେ ଲାଗିଲେ ବିଶେଷଣ ଗଠିତ ହୁଏ l ଦୃ: ଡାଢି:ଡାଢିଆ, ଗେରୁ: ଗେରୁଆ, ଫଗୁ: ଫଗୁଆ, ଗଅଁଲି:ଗଅଁଲିଆ,ଭୁଖ୍‍: ଭୁଖା l


logo