logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅସତ୍‍ ହେବା
କ୍ରି. ପ୍ରତିଜ୍ଞା ବା ପ୍ରତିଶ୍ରୁତି ରକ୍ଷା ନକରିବା l

ଅସତିଆ
ବିଂ. ସତ କହୁ ନଥିବା ଲୋକ l

ଅସତିଏନ୍‍
ବିଂ. ସତ କହୁ ନଥିବା ସ୍ତ୍ରୀ l

ଅସ୍‍ଥଲ୍‍
ବି. ଶେଯ ତୁଳା ଉପରେ ଦିଆଯାଉଥିବା କନା l

ଅସନ୍‍
ବି. ଶାହାଜ ଗଛ l

ଅସ୍‍ପତାଲ୍‍
ବି. ଇଂ. ହସ୍‍ପିଟାଲ୍‍, ଚିକିତ୍ସାଳୟ l

ଅସମିଆ
ବି. ଅସମୟ l

ଅସର୍‍ମି
ବିଂ. ଲଜ୍ଜାହୀନ, ନିର୍ଲଜ୍ଜ l

ଅସର୍‍ମିଆ
ଅସର୍‍ମି' ଦେଖ l

ଅସର୍‍ଲା
ବି.ଝୁର୍‍ଲା,ଅସରପା l


logo