logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅସ୍‍କଟିଆ
ବି. ଅପରିଚ୍ଛନ୍ନ (ବ୍ୟକ୍ତି, ଅବସ୍ଥା) (ସ୍ତ୍ରୀ. ଅସ୍‍କଟିଏନ୍‍)

ଅସକତ୍‍
ବିଂ. ଦୁର୍ବଳ, ଅଶକ୍ତ l

ଅସ୍‍କଭଦ୍‍ରି
ବିଂ.ଅପରିଚ୍ଛନ୍ନ ଓ ଅଭଦ୍ର ବ୍ୟବହାରକାରିଣୀ l

ଅସ୍‍କରା
ବି. ମ ଇଳା, ଆବର୍ଜନା,ଅସୁତୁରା l

ଅସ୍‍କୁଟା
ବି. ଅୟସ୍‍ ବା ଲୁହାର ଅଖ l

ଅସଗୁନ୍‍
ବି. ଅପଶକୁନ, ଅମଂଗଳକର l

ଅସ୍‍ଗୁନିଆ
ବିଂ. ଅଶୁଭ, ମଂଦ ଗୁଣ ବିଶିଷ୍ଟ l (ସ୍ତ୍ରୀ. ଅସ୍‍ଗୁନିଏନ) l

ଅସ୍‍ଢିଆ
ବିଂ. ତରକାରି ବା ଭଜା ରୂପେ ବ୍ୟବହୃତ କଷା ବନ୍ୟ ଫଳ ବିଶେଷ l

ଅସଜିଆ
ବିଂ. ଅସଜ, ଅସହନ, ଅଯୁକ୍ତିକର l

ଅସତ୍‍
ବିଂ. ମିଥ୍ୟା, ମିଛ l


logo