logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଲାଜୁକିଆ
ବିଂ. ଯାହାର ଲଜ୍ଜା ନଥାଏ l

ଅଲାର୍‍
ବିଂ. ନିଃସ୍ୱ, ନିଃସହାୟ l

ଅଲାସଲା
ବି. ମୁମୂର୍ଷୁ ଅବସ୍ଥା l

ଅଲିପା
ବିଂ. ଲିପା ହୋ ଇ ନଥିବା l

ଅଲିହେନ୍‍
ଅଏଲନ୍‍' ଦେଖ l

ଅଲୁଆ
ବିଂ. କେବଳ ଆଲୁଅ ବା ଖରାରେ ଶୁଖାଇ କୁଟା ଯାଇଥିବା ଧାନର ଚାଉଳ, ଅରୁଆ; ଛୋଟ ମାଛ ପୋଡି ଶୁଖାଇ ଥିଲେ 'ପୁଡାଝୁରି' ଓ କେବଳ ଖରାରେ ଶୁଖାଇଥିଲେ, 'ଅଲୁଆ ଝୁରି' କହଂତି l

ଅଲେବଲେ
ବିଂ. ବାରଣ ସତ୍ତ୍ୱେ ବାରଂବାର ନିର୍ଲଜ୍ଜ ଭାବରେ ପ୍ରତ୍ୟାବର୍ତ୍ତନ କରୁଥିବା ବ୍ୟକ୍ତି, ଅବୋଲକରା,ଅବାଧ୍ୟ l

ଅଲୋ ଅଲୋ
ଅଂ. ହୁଳହୁଳି ଧ୍ୱନି, ପୂଜାକର୍ମ l

ଅସ୍‍କଟ୍‍
ବିଂ. ଅସୁଂଦର, ଆବର୍ଜନାମୟ l

ଅସ୍‍କଟାବା
କ୍ରି. ଘୃଣା ଯୋଗୁଁ କୌଣସି କାର୍ଯ ପ୍ରତି ତୀବ୍ର ଅନିଚ୍ଛା ଭାବ ଜାତ ହେବା l


logo