logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଲପ୍‍
ବିଂ. ଅଳ୍ପ l

ଅଲ୍‍ପନା
ବି. ଝୋଟି l

ଅଲର୍‍ ବଲର୍‍
ବିଂ. ଅସଜଡା, ଅସ୍ତବ୍ୟସ୍ତ l

ଅଲ୍‍ସି
ବି. ରାଶି ଜାତୀୟ ତୈଳବୀଜ ବିଶେଷ l

ଅଲ୍‍ସିଆ
ବିଂ. ଅଳସୁଆ, କର୍ମକୁଂଠ l

ଅଲ୍‍ହନ୍‍
ବି. ବିପଦ, ସଂକଟ, ଦୁର୍ଯୋଗ, ଦୁର୍ଘଟନା l

ଅଲ୍‌ହନ୍‍ ପସ୍‍ରା
ବି. ଯାହାର କାର୍ଯ ବା ଆଚରଣ ଯୋଗୁଁ ବିପଦରେ ସଂଭାବନା ଥାଏ l

ଅଲ୍‍ହେନ୍‍
ଅଲଏନ୍‍' ଦେଖ l

ଅଲାଏକ୍‍
ବିଂ. ନାଲାୟକ, ଅଯୋଗ୍ୟ l

ଅଲାଜିଆ
ବିଂ. ଲଜ୍ଜାହୀନ l


logo