logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଲକ୍‍ ଠକ୍‍
ବିଂ. ଅନୁପଯୁକ୍ତ, ଅଗ୍ରହଣୀୟ, ଠିକ୍‍ ଖାପ ଖାଉନଥିବା l

ଅଲଖ୍‍ମା
ବିଂ. ଲକ୍ଷ୍ମୀ ପ୍ରସାଦରୁ ବଂଚିତ (ବ୍ୟକ୍ତି) l

ଅଲଖ୍‍ମା
ବିଂ. ଯାହାଠାରେ ଲକ୍ଷ୍ମୀ (ଧନ) ରହେନାହିଁ l

ଅଲଗ୍‍
ବିଂ.ଅଲଗା, ଭିନେ l

ଅଲ୍‍ଗା କରିବା
କ୍ରି. ପୃଥକ୍‍ କରିବା,ବିଚ୍ଛିନ୍ନ କରିବା l

ଅଲ୍‍ଗାଇ ଦେବା
କ୍ରି. ସ୍ଥାନାଂତରିତ କରିବା, ହଟାଇବା l

ଅଲ୍‍ଗାଇ ହେବା
କ୍ରି. ଅସଂପୃକ୍ତ ବା ଅସଂଶ୍ଳିଷ୍ଟ ହେବା l

ଅଲ୍‍ଗାବା
କ୍ରି. ପୃଥକ୍‍ କରିବା l

ଅଲ୍‍ ଗେଁ
ଅନ୍ୟତ୍ର, ଭିନେ ହୋଇ l

ଅଲ୍‍ଜିଆ
ବିଂ. କ୍ଲାଂତ l


logo