logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅରସ୍‍ଟି
ବି. ଅଝଟ l

ଅରସ୍‍ଟିଆ
ବିଂ. ଅଝଟିଆ l

ଅର୍‍ସା
ବି. ଆରିସା ପିଠା l

ଅର୍‍ସୁଟା
ବି. କୌଣସି ଖାଦ୍ୟଦ୍ରବ୍ୟ ଅଧା ଖାଇ ଛାଡିଦେବା l

ଅର୍‍
ଅ. ଡାହାଣ ପାଖରେ ଯୋଚା ହୋ ଇଥିବା ବଳଦ ଓ ତାକୁ ଦିଆ ହେଉଥିବା ଉତ୍ସାହ-ଧ୍ୱନି l

ଅରା
ବି.ଶଗଡ ଚକର ଅର l

ଅରାଉଛା
ବି. ରୋଗ ଓ ବଥ ଯୋଗୁଁ ଯଂତ୍ରଣା l

ଅରିସରି
ଖେଳରେ ଉଭୟ ପକ୍ଷ ସମାନ l

ଅରେନା
ବିଂ. 'ଅର୍‍ନିଆ' ଦେ l

ଅଲକ୍‍
ବି. ଅଣକା l


logo