logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅର୍‌କଲିଆ
ବିଂ. ଅସୁବିଧାଜନକ l

ଅର୍‍କା
ବି. ରକା,ସଲ୍‍ l

ଅର୍‍କି ଯିବା
କ୍ରି. ରକା ଧରିବା, ସଲ୍‍ ସମିବା l

ଅରଖ୍‍
ବି. ଅରକ ଗୁଳ୍ମ l

ଅରଖ୍‍ ନୁଆଁ
ବିଂ. ସଂପୂର୍ଣ ନୂତନ, ଯାହା ପୂର୍ବରୁ ବ୍ୟବହାରରେ ଲାଗିନାହିଁ l

ଅର୍‍ଖି
ବି. ଭାତ ବା ଅନ୍ୟ ଶସ୍ୟକୁ ସିଝାଇ ଶଢାଇ ତହିଁରୁ ପ୍ରସ୍ତୁତ ମଦ୍ୟ ବିଶେଷ l

ଅର୍‍ଗଡ
ବି. ଅର୍ଗଳ l

ଅର୍‍ଗଡା
ବି. କବାଟକୁ ଭିତର ପଟୁ ବଂଦ କରିବା ସକାଶେ ବ୍ୟବହୃତ କାଠଗଡା l

ଅର୍‍ଘା
ବି. ନିଦ୍ରାହୀନତା ଯୋଗୁଁ ଜାତ କ୍ଳାନ୍ତି l

ଅର୍‍ଘାଘଁଟି
ବି. ତୋଟିରେ ଲାଗିବା l


logo