logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅବ୍‌ଜେଇବା
କ୍ରି. ଆଉଜାଇ ହେବା l

ଅବତ୍‍
ବିଂ. ଅପୂର୍ବ l

ଅବତରିଆ
ବିଂ. ଯାହା ବତର ହୋଇ ନାହିଁ l

ଅବ୍‌ଦିବା
କ୍ରି. ସଂଦେହ କରିବା l

ଅବ୍‍ରଖ୍‍
ବି. ଅଭ୍ରକ l

ଅବର୍‍ନି
ବିଂ. ଯାହାକୁ ବରଣ କରାଯାଇ ନାହିଁ, ଅନିମଂତ୍ରିତ l

ଅବ୍‍ଲା
ବିଂ. ଦୃଷ୍ଟ, ବଗୁଲିଆ l

ଅବ୍‍ଲାଚଟୁ
ଅଗଲା ଚଟୁ' ଦେଖ l

ଅବ୍‍ଲେଖା
ବିଂ. ଉଦ୍ଧତ, ଉଦୁର୍‍ଛା l

ଅବାଅବା
ଅ. ସଂଭବତଃ l


logo