logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅପେତ୍‌
ବିଂ. କୌଣସି ବିଧିନିଷେଧ ନମାନି ଅଭଦ୍ର କାର୍ଯ୍ୟ ଓ ଆଚରଣ କରୁଥିବା ନିର୍ଲଜ୍ଜ ବ୍ୟକ୍ତି, ସେଁଠ୍‌ରା l

ଅଫ୍‌ଲା
ବିଂ. ୧. ଉଦାସିଆ (ବ୍ୟକ୍ତି) l ୨. ଫଳ ନଥିବା l

ଅଫ୍‌ଲି
ବିଂ. ଗର୍ବିତା ନାରୀ l

ଅଫା
ବି. ଝିଂଟିକା l

ଅଫାଗୁଲି
ବି. ଧର୍ମଗୁଳା l

ଅଫାମରା
ବି. ଯଂତ୍ରଣା ଉପଶମ ପାଇଁ କନାବିଂଡାରେ ପାଟିର ପବନ ଛାଡି ଆଖି ପତାରେ ଛୁଆଁଇବା l

ଅଫୁଆ
ବିଂ. ଆପୁ ବା ଅଫିମ ସେବନରେ ଅଭ୍ୟସ୍ତ ବ୍ୟକ୍ତି l

ଅବ୍‌ଗା
ବିଂ. ସଂପୂର୍ଣ,ଅବିମିଶ୍ର l

ଅବ୍‌ଗୁନିଆ
ବିଂ. ଅବିଗୁଣଯୁକ୍ତ,ସ୍ୱାସ୍ଥ୍ୟ ବା ଶରୀର ପକ୍ଷରେ କ୍ଷତିକାରକ l

ଅବ୍‌ଡୋଜବ୍‌ଡୋ
ଅ. ଏଣୁତେଣୁ l


logo