logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁପ୍‌ରା ଚିମ୍‌କା
ଅଁପରା ଚିପରା' ଦେଖ l

ଅପସନ୍‌
ବି. ଅପସଂଦ l

ଅପ୍‌ସର୍‌
ବି. ସକୋଂଚ,ଲଜ୍ଜା l

ଅପ୍‌ସର୍‌ବା
କ୍ରି. ସଂକୁଚିତ ବୋଧ କରିବା l

ଅପା
ବି. ବାପାଂକର ଭଉଣୀ, ପିଉସୀ l

ଅପାମରା
ବି. ଅପାମାର୍ଗ,ଅପମାରଂଗ l

ଅପାର୍‌ପାର୍‌
ବିଂ. (ମଂଦ ଅର୍ଥରେ ) ଯତ୍‌ପରୋନସ୍ତି l ଦୃ: ଲୋକଟା ଅପାର୍‌ପାର ଲୁଭି l

ଅପାରୁ
ବିଂ. କମ୍‌ଜୋର୍‌,ଅସମର୍ଥ, ଯେ ପାରେନାହିଁ l

ଅପୁଛା
ବିଂ. କାହାକୁ କିଛି ନ ପଚାରି , ଅବାଧରେ l

ଅପୁଛାପଚ୍‌ରା
ବିଂ. ଅନିମଂତ୍ରିତ l


logo