logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅନ୍‌ମାନ୍‌
ବି.ଅନୁମାନ l

ଅନ୍‌ମାନିଆ
ଅନୁମାନତଃ l

ଅନ୍‌ମୁନ୍‌ସିଆ
ବିଂ.ଅନ୍ୟ ମନୁଷ୍ୟ ସହିତ ସାମାଜିକ ସଦ୍‌ଭାବ ରଖି ପାରୁନଥିବା ବ୍ୟକ୍ତି,ଅମଣିଷ ପଣିଆ,ଅସାମାଜିକ ପ୍ରକୃତି ବା ଆଚରଣ ବିଶିଷ୍ଟ l

ଅନ୍‌ମୁନୁସ୍‌
ବିଂ.ଅମଣିଷ l

ଅନର୍‌ଗେଲା
ଅସଂଖ୍ୟ l

ଅନ୍‌ସରା
ବି.ପର ଉପରେ ନିର୍ଭର l

ଅନ୍‌ସରିବା
କ୍ରି.ପ୍ରତୀକ୍ଷା କରିବା,କାହାରି,କାହାରି ଆସିବା ବାଟକୁ ଚାହିଁ ରହିବା l

ଅନ୍‌ସାରେ
ବିଂ.ଅନୁସାରେ l

ଅନ୍‌ସା କର୍‌ବା
କ୍ରି. ପ୍ରତୀକ୍ଷା କରିବା l

ଅନ୍‌ ହେବା
କ୍ରି.ଏକ ପାଖକୁ ନଇଁବା ବା ଯିବା l


logo