logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅନ୍‌କି
ବି.ପୂର୍ବର ଏକ ଅଣା ମୂଲ୍ୟର ମୁଦ୍ରା l

ଅନ୍‌କୁଲିଆ
ବିଂ. ଅଜାତିଆ,ବିଜାତୀୟ l

ଅନ୍‌ଖ
ବି. ବାଧା, ବିପତ୍ତି l

ଅନ୍‌ଖି
ବିଂ. ଅମୂଲ୍ୟ l

ଅନ୍‌ଜାତିଆ
ବିଂ. ବିଜାତୀୟ l

ଅନ୍‌ପ୍ଢ୍‌
ବିଂ. ଅପାଠୁଆ,ନିରକ୍ଷର l

ଅନ୍‌ଭଲ୍‌
ବିଂ.ଖରାପ,ମଂଦ l

ଅନ୍‌ତ ମୁଖି
ବି. ଅନଂତମୁଖୀ,ଅବିରତ ଗ୍ରଂଥପାଠ l

ଅନ୍‌ତାଜ୍‌
ବି.ଅନୁମାନ,ଅଂଦାଜ l

ଅନ୍‌ତାଜିଆ
ବି. ଆନୁମାନିକ l


logo