logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁଧି
ବିଂ. ଅଂଧୁଣୀ l

ଅଧିଆବଁକା
ବି. ଜଣକୁ ଅଧିକ ଦେବାର ପ୍ରତିଶ୍ରୁତି ଦେଇ ଆଦୌ କିଛି ନ ଦେବା l

ଅଁଧୁ
ବି. ଅଳଂଧୁ l

ଅଁଧୁର୍‌
ବିଂ.ଏକ ମୁରଖିଆ,ଏକବୁଝା l

ଅଁଧେନ୍‌
ବିଂ. ଅଂଧୁଣୀ l

ଅଧେର୍‌
ବିଂ. ଗଡି ଯାଉଥିବା ବୟସ,ଯୌବନକାଳରେ ପରବର୍ତ୍ତୀ ବୟସ,ଯେଉଁ ବୟସ ଅତିକ୍ରମ କଲାପରେ ମଣିଷ ବା ପଶୁକୁ ଆଉ କାର୍ଯକ୍ଷମ ବୋଲି ଗ୍ରହଣ କରାଯାଏନାହିଁ l

ଅଂଦ୍‌
ବି. ବଳଦ ଯୋଚା ରଶି l ଲଂଗଳ ଦଂଡକୁ ଗୁଆଳି ସହ ବାଂଧୁଥିବା ଚର୍ମ ରଜ୍ଜୁର ଫାଶ l

ଅନ୍‌
୧.ବିଶେଷ୍ୟ କାରକ କ୍ରିୟାଂତ ପ୍ରତ୍ୟୟ l ପିଁଧ୍‌ +ଆନ୍‌=ପିଁଧନ୍‌ ଉଢ୍‌ + ଅନ୍‌ =ଉଢନ୍‌; ସେହିପରି ବର୍ତନ,ବଁଧନ,ଛାଦନ,ଲଦନ,ଚଲନ୍‍,ଭରନ୍‍,ହରନ୍‌,ଦେଖନ୍‌,ମରନ୍‌,ଗଢନ୍‌ l ୨.ନାହିଁ' ବାଚକ ପୂର୍ବ-ପ୍ରତ୍ୟୟ l ଦୃ: ଅନ୍‌ମୁନ୍‌ସିଆ,ଅନ୍‌ଜାତିଆ l

ଅନ୍‌କା
ବି.ଅଣକା l

ଅନ୍‌କା ଢେଁଟି
ବି. ଏକ ପ୍ରକାର ପକ୍ଷୀ,ଏହାର ମାଂସ ସୁସ୍ୱାଦୁ l


logo