logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁଦଧ୍‌ରାବା
କ୍ରି. ଚାରିଆଡେ ଅଂଧକାର ଘୋଟିବା,ଦିଶିବା,ବୁଦ୍ଧି କାମ ନକରିବା,ଜଳକା ହେବା l

ଅଁଧ୍‌ରିଆ
ବିଂ. ପ୍ରାୟ ଅଂଧାରୁଆ,ଅଜ୍ଞାତ ,ଅଲକ୍ଷିତରେ l

ଅଧମ୍‌ପତା
ବିଂ. ଯାହାର ଖୋଜ ଖବର ମିଳେନାହିଁ l

ଅଁଧା
ବିଂ.ଅଂଧ ଲୋକ l

ଅଁଧାର
ବିଂ. ଅଂଧାର l

ଅଁଧାର ବିଲ୍‌ବିଲ୍‌
ବିଂ.ଅଂଧାର l

ଅଁଧାଧୁକ୍‌
ବିଂ. କୌଣସି କଥା ବିଚାରକୁ ନ ନେଇ ଗଂଡଗୋଳ ଭିଆଇବା l

ଅଧାଧୁମିଆ
ଅମାଧୁମିଆ' ଦେ l

ଅଁଧାନ୍‌
ବି. ଅନ୍ନ ପ୍ରସ୍ତୁତି ନିମଂତେ ଚୁଲି ଉପରେ ହାଂଡିରେ ବସା ଯାଇଥିବା ପାଣି,ଉଧାଣି l

ଅଧାପନ୍‌ତରିଆ
ବିଂ. ଅର୍ଧସଂପନ୍ନ (କାର୍ଯାଦି) l


logo