logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଧ୍‌
ବିଂ. ପୂର୍ବ-ଶବ୍ଦାଂଶ,ଅଧ,ଅର୍ଧ l

ଅଧ୍‌କପା ଲି
ବି. କପାଳର ଅଧା ଭାଗରେ ହେବା ମୁଂଡବ୍ୟଥା l

ଅଧ୍‌କଁସି
ବି. ଛୋଟ କଂସା ଖୁରି l

ଅଧ୍‌କ
ବିଂ. ନିର୍ଭୟ l

ଅଧ୍‌କୁରି
ବି. ଅର୍ଧକୁମାରୀ,ଯୌବନାଗମର ପୂର୍ବାବସ୍ଥା l

ଅଧ୍‌ଗଧ୍‌ରିଆ
ବିଂ. ଅର୍ଧପକ୍ୱ,ଦରପାଚିଲା l

ଅଧ୍‌ଜୀବନ୍‌
ବି. ହଇରାଣ ହରକତ୍‌,ଅର୍ଧଜୀବନ l

ଅଧଡ୍‌ଧଡିଆ
ବିଂ. ଅସମାନ (ବାଟ)

ଅଧ୍‌ପରାନ୍‌
ବି.ଅର୍ଧ ପ୍ରାଣ l

ଅଧର୍‌ମିଆ
ବିଂ.ଯେ ଧର୍ମ କରେନାହିଁ l


logo