logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଦ୍‌ମ
ବିଂ. ଦଂଭହୀନ,ଅଦଂଭ l

ଅଦ୍‌ରବା
ବିଂ. ବ୍ୟବହାର ପାଇଁ ଅନୁପଯୁକ୍ତ,ଅଦୃଢ l

ଅଦ୍‌ରାଇବା
କ୍ରି. ବାଜିବା l

ଅଦ୍‌ରା କଚ୍‌ରା
କ୍ରି. କଚାଡିବା l

ଅଦ୍‌ଲାବା
କ୍ରି. କାଂଥ ଦେହରେ ବା ଅନ୍ୟତ୍ର କୌଣସି ଲଂବାବସ୍ତୁ ଅବନତ କରି ରଖିବା,ଅଣିଆଇ କରି ରଖିବା l

ଅଦ୍‌ଲେଇ ହେବା
କ୍ରି. ଆଉଜି ଢିରା ଦେଇ ବସିବା l

ଅଦାରିହେବା
କ୍ରି. କଚାଡି ହୋଇ ପଡିବା l

ଅଦାରିଖାଚ୍‌କି
ବିଂ. (ଖାଲ ଢିପ ରାସ୍ତାରେ) ଉଠିପଡି l

ଅଦିର୍‌ଜା
ବିଂ. ଅଧୈର୍ଯ,ଆକୁଳ l

ଅଦିର୍‌ଜିଆ
ବିଂ. ଧୈର୍ଯହୀନ l


logo