logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଡେଇବା
କ୍ରି.ଘୁଂଚାଇବା l

ଅଡେଇହେବା
କ୍ରି. ୧.ମାନ୍ୟ ବ୍ୟକ୍ତିଂକୁ ଯିବାପାଇଁ ବାଟ ଛାଡିଦେବା, ୨. ନିଜକୁ ଅସଂପୃକ୍ତ କରିବା l

ଅଢଂଗ୍‌
ବିଂ. ବେଡଉଲ ,ଅନୁଚିତ l

ଅଢପା
ବିଂ. ଅନାବୃତ ,ଢଂକା ହୋଇନଥିବା l

ଅଢିଆ
ବି.ଥରକପାଇଁ ଆବଶ୍ୟକ ଅରଂଧା ଭୋଜନ ସାମଗ୍ରୀ l(ଚାଉଳ,ଡାଲି,ପନିପରିବା, ଘିଅ ଦି) ଲକ୍ଷଣାର୍ଥ-ପ୍ରହାର,ମାଡ l

ଅଢୁଆଲ୍‌
ବି.ଉହାଡ,ଆଢୁଆଳ l

ଅଣ୍‌କା
ବି.ତରଳ ଖାଦ୍ୟ ପରଷିବା ପାଇଁ ବଡ ଚାମୁଚ,ଢଂକା l

ଅଣ୍‌ଗା
ଅଡଂଗ୍‌/ଗା' ୧.ଦେଖ l

ଅଣ୍‌ହେବା
କ୍ରି. କଡ ମାଡି ଶୋଇବା,ଗୋଟିଏ ପାର୍ଶ୍ୱକୁ ଢଳିବା,ଅଣିଆଇ ଶୋଇବା l

ଅଣା/ନା
ବି. ୧.ଜଳ ନିଷ୍କାସନ କୃତ୍ରିମ ଛୋଟ ନାଳ, ୨.ମୁଗ ଓ ମାଂଡିଆ ଜାଉ l


logo