logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁଠାବା
କ୍ରି. ଫଳ ପାକଳ ହୋଇ ଭିତରେ ଆଁଠି(ମଂଜି) ହେବା,ଆଂଟ ହେବା l

ଅଠାରି
ବିଂ. ଆଠ ଦିନରେ ଥରେ l

ଅଁଠି
ବି. ଧଡି,ବସ୍ତ୍ର ପ୍ରାଂତ,ଶାଢି ବା ଧୋତିର ଖୋସଣି l

ଅଠିଖୁନ୍‌
ସ.ସବୁ ,ସମସ୍ତ ଦୋଷ |ଦୃ:ଅଠି ଖୁନ୍‌ ମାଫ୍‌=ସବୁ ଦୋଷ କ୍ଷମଣୀୟ l

ଅଠିପ/ବର୍‌
ଅ. ଦିନ ରାତିର ସବୁ ସମୟରେ,ସର୍ବଦା,ଅଷ୍ଟ ପ୍ରହର l

ଅଁଠିବା
କ୍ରି. ୧. ଆଂଗୁଠି ଅଗ ଦ୍ୱାରା ଚାପ ଦେଇ ମୋଡିବା | ଦୃ:ମାସ୍‌ଟ୍ରେ ପିଲାର କାନ୍‌ଅଁଠି ଦେଲେ| ୨.ଭିଡିଟାଣ କରିବା l ୩. ଦୃ:ଇ ଗଁଠିଟା ଢିଲା ହେଇଛେ, ଅଁଠି ଦିଅ l

ଅଠିର
ବିଂ. ଅସ୍ଥିର l

ଅଁଠୁଆ
ବିଂ. ବହଳିଆ,ଆଂଟୁଆ l

ଅଁଠେଇବା
କ୍ରି.'ଅଁଠିବା' ଦେ l

ଅଡ୍‌କଲ୍‌
ବି, ଅଡୁଆ,ଅସୁବିଧା l


logo