logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଟ୍‌କାଲି
ବି. ପିଠା ପାଇଁ ଖଳି ତିଆରି ନିମଂତେ ପ୍ରଥମେ ଅଳ୍ପ ପରିମାଣରେ ପକାଯିବ ଚାଉଳ ଚୂନା l

ଅଁଟ୍‌କୁଡା/ରା
ବିଂ.ଅପତ୍ୟହୀନ,ଆଂଠୁକୁଡା l

ଅଁଟ୍‌କୁଡି/ରି
ବିଂ.ସଂତାନହୀନା ସ୍ତ୍ରୀ l

ଅଟ୍‌ଠୋ
ବି.ହଇରାଣ l

ଅଟ୍‌ପ ଟ୍‌
ବିଂ.କଷ୍ଟସାଧ୍ୟ,ଦୁଃସାଧ୍ୟ,ଜଟିଳ,ଦୁର୍ଗମ l

ଅଟ୍‌ପଟିଆ
ବିଂ.ଇତସ୍ତତଃ ଗତି ବିଶିଷ୍ଟ,ଜଟିଳ |ଦୃ:ଅଟ୍‌ପଟିଆ ବାଟ୍‌ l

ଅଁଟା
ବି.ଅଂଟା,କଟି ଦେଶ l

ଅଁଟା ପ ଖା ଲ୍‌
ବି. ଶୌଚକ୍ରିୟା ନିମିତ୍ତ ଅଂଟା ତଳକୁ ଧୋଇବା |(କ୍ରି.ଅଁଟା ପଖ୍‌ଲା,ଅଁଟା ପଖାଲ୍‌ବା l)

ଅଁଟାବା
କ୍ରି.ତରଳ ପଦାର୍ଥ ବା ଜଳ କମାଇବା,ହ୍ରାସ କରିବା l

ଅଁଟାଲି
ବି. ଆଟୁଘରର ଉପର ମହଲା l


logo