logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

କତର୍‌ନି
ବି. କତୁରି

କତ୍‌ରା
ବି. 'କେତ୍‌ରା' ଦେଖ

କତ୍‌ରିଆ
ବି. ହାତରେ ପରିଧେୟ ରୂପା ଅଳଂକାର ବିଶେଷ

କତ୍‌ରିଏନ୍
ବି. ଯେ 'କତ୍‌ରିଆ' ପିଂଧେ ବା ବିକ୍ରୟ କରେ

କଁତ୍‌ରିବା
କ୍ରି. କଇଁଚି ଦ୍ୱାରା ଅଳ୍ୱ କାଟିଦେବା

କତ୍‌ରେନ୍
ବି. 'କତର୍‌ନି' ଦେଖ

କତୁଆ
ବି. ହୁଡ଼ା କାଟିବା ପାଇଁ ଓସାରିଆ କାଠଦଣ୍ଡ

କଁଥ୍
ବି. ଝରକାର ତଳକାଠ ବା ପଥର

କଁଥ୍‍ଲି
ବି. ଛୋଟ କଂଥା

କଁଥା
ବି. କଂଥା


logo