logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

କଁକ୍‌ଡ଼ୋ/ରୋ
ବି. କାଂକଡ଼

କଁକା/ଗାଲେନ୍
ବି. କାଂଗାଳୁଣୀ

କକୋ
ବିଂ. ଦୁଷ୍ପ୍ରାପ୍ୟ

କଂକଣ୍‌ପର କପ୍‌ଟା
ବି. ଗାଢ ରଂଗରେ ବର୍ଗକ୍ଷେତ୍ରମାନ ବୁଣା ହୋ‌ଇଥିବା ଏକ ରକମର ଶାଢି

କଚ୍‌କଚ୍
ବି. ଅସୁବିଧା, କଳହ, ବ୍ୟସ୍ତତା, ଗୋଳମାଳ

କଚ୍‌କଚିଆ
ବିଂ ଅସୁବିଧାଜନକ, ଗୋଳମାଳିଆ

କଚ୍‍ଡ଼ା/ରା
ବି. ଆବର୍ଜନା

କଚର୍ କଚର୍
ବି. ଏଣୁ ତେଣୁ କଥା, ମୂଲ୍ୟହୀନ କୋଳାହକୁ

କଚର୍‌ଲି
ବି. ଅନାବଶ୍ୟକ କଥା କହିବା

କଚ୍‍‌ରି
ବି. କଚେରି


logo