logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

କଏରି
କଇରି' ଦେଖ

କଏରି କଁଟିଆ
କଇରି କଁଟିଆ' ଦେଖ

କଏରୁ
କଇରା' ଦେଖ

କଏଲ୍‌ଜା
ବି. କଲିଜା

କଏସାବାଡ଼ି
ବି. ଗ‌ଉଡ଼ ସଂପ୍ରଦାୟରେ ପ୍ରଚଳିତ ଲୋକନୃତ୍ୟ ଓ ଗୀତ ବିଶେଷ

କକଡ଼ା
ବି. ବଡ଼ ବଗ ବିଶେଷ

କକନା
ବି. ଲାଖରେ ତିଆରି ଏକ ପ୍ରକାର କଂକଣ

କଁକର୍‌ଲୋ
ବି. କାଂକଡ଼ ଲତା ଓ ଫଳ

କଁକ୍‌ରା
ବି. କଂକଡ଼ା

କଁକ୍‌ରା ବେଛୁ
ବି. କଂକଡ଼ା ବିଛା


logo