logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

କଇରି କଁଟିଆ
ବି. ସାନ କଂକଡ଼ାବିଛା | ଏହାର ନାହୁଡ଼ ବିଷାକ୍ତ ଓ ଦଂଶନ ଯଂତ୍ରଣାଦାୟକ

କଇରୁ
କଇରା' ଦେଖ

କ‌ଉ
ବି. କାଉ, କୁଆ

କ‌ଉଟା
ବି. ଡିବା, ଫରୁଆ

କ‌ଉଡ଼ିଆ
ବି. ବିରି, ମୁଗ ଓ କୋଳଥ ଇତ୍ୟାଦି ଶସ୍ୟରେ ଲାଗୁଥିବା ଏକ ପ୍ରକାର ଧଳା ପୋକ

କଏଁଚି
ବି. କଇଁଚି, କତୁରି

କଏଁଟ୍
ବି. ୧. ଲଂଗଳର ବେଂଟ, ଯାହାକୁ ଧରି ଲଂଗଳ ଚାଳନା କରାଯାଏ | ୨. ବିଛା ଲାଂଗୁଡ଼ର ଶେଷାଂଶ

କଏଁଥଲ୍
ବି. କୟାଁ ସଂଯୋଗରେ ରଂଧା ଝୋଳ

କଏନି
ବି. କାହାଣୀ

କଏରା
କଇରା' ଦେଖ


logo