logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଏଭର୍
ବିଂ. ଏହି ସମୟର, ସାଂପ୍ରତିକ

ଏଭୁଁ
ବିଂ. ଏହି ସମୟରୁ, ଏ ବୟସରୁ

ଏଭେଁ
ସ. ଏବେ, ଆଜିକାଲି

ଏମ୍‌କା
ସ.ଅମୁକ

ଏର୍‌ନିବଁଧ୍
ବି. ଏରୁଂଡି ବଂଧ

ଏର୍‌ବାଡ଼ି
ବି. ଗୋରୁ ଅଡ଼େଇବା ପାଇଁ ମୁନିଆ କଂଟା ଲାଗିଥିବା ବାଡ଼ି

ଏଁର୍‌ରା
ବିଂ. ଅଂଡ଼ିରା

ଏଁର୍‌ରେଇ ଦେବା
କ୍ରି. କୌଣସି କଥାକୁ ଖାତିର ନ କରିବା

ଏଁର୍‌ରେଂଗିଆ
ବିଂ. ଏକଜିଦିଆ

ଏଲ୍‌ଠାଇବା
କ୍ରି. ସହିଯାଇ କିଛି ପ୍ରତିକାର ନ କରିବା


logo