logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଏକ୍‌ପହରି
ବିଂ. ଏକକାଳୀନ ଭାବେ ଦୁଇଟି ପର୍ଯ୍ୟାୟର କାର୍ଯ୍ୟ

ଏକ୍‌ପାଖିଆ
ବିଂ. ଏକ ପକ୍ଷୀୟ, ଭାରସାମ୍ୟହୀନ

ଏକ୍‌ପୁର୍‌ସିଆ
ବିଂ. କ୍ଷୁଦ୍ର ଓ କ୍ଷୀଣ ଆକୃତି ବିଶିଷ୍ଟ (ବ୍ୟକ୍ତି)

ଏକ୍‌ବର୍ଗୀ
ବିଂ. ଏକବର୍ଗୀ, ଗୋଟିଏ ଶ୍ରେଣୀୟ

ଏକ୍‌ବାରିକ୍/ଗ୍
ବିଂ ଗୋଟାପଣେ, ଅନୁରୂପ, ଏକାଥରକେ | ଦୃ : ଝି'ଟା ଏକ୍‌ବାରିକ୍ ତାର୍ ମାଁର୍ ବାଗିର୍ ହେଇଛେ

ଏକ୍‌ମୁର୍‌ଖିଆ
ବିଂ. ଏକବୁଝା

ଏକ୍‌ଲଗି
ବିଂ. ଲଗାଏତ୍, ଅବିଚ୍ଛିନ୍ନ ଭାବରେ

ଏକ୍‌ଲା
ବିଂ .ଏକାକୀ, କେବଳ ଜଣେ

ଏକ୍‌ଲାଦୁକ୍‌ଲା
ବିଂ. ଏକାକୀ ଅଥବା ଅନ୍ୟ ଜଣକ ସହିତ

ଏକ/କୁସ୍‌କଁଟି
ବିଂ. ନିରବଚ୍ଛିନ୍ନ, ନିଷ୍ପଲକ (ଦୃଷ୍ଟିପାତ)


logo