logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଏକଡ଼୍
ବି.ପାଗଳ | ଇଂ. ଏକର୍

ଏକଡ଼୍ ମୁଡ଼ିଆ
ବିଂ. ଏକ ମୁର୍‌ଖିଆ, ଏକବୁଝା

ଏକ୍‌ତାନା
ବି. ଟେରା

ଏକ୍‌ଦମ୍
ବିଂ. ତତ୍‌କ୍ଷଣାତ୍, ସଂଗେ ସଂଗେ , ପୂର୍ଣରୂପେ

ଏକ୍‌ଧଡ଼ସିଆ
ବିଂ. ଏକଗୁଇଁଆ

ଏକନ୍‌ଗୁଡ଼ି
ବି. କେବଳ ଗୋଟିଏ ଗୋଡ଼ରେ ଠିଆହୋ‍ଇ ରହିବାକୁ ଦିଆଯାଉଥିବା ଦଂଡ (ବିଶେଷତଃ ସ୍କୁଲ୍ ଛାତ୍ରଛାତ୍ରୀ ମାନଂକୁ)

ଏକନ୍‌ଛତ୍‌ରି
ବି. ସର୍ବଦା ନିଜର ସ୍ୱତନ୍ତ୍ର୍ୟ ବା ବୈଶିଷ୍ଟ୍ୟ ସାବ୍ୟସ୍ତ କରିବାକୁ ଚେଷ୍ଟିତ ବ୍ୟକ୍ତି

ଏକନ୍‌ମୁଡ଼ିଆ
ବି. ନିତାଂତ ସ୍ୱାର୍ଥପର ବ୍ୟକ୍ତି

ଏକ୍‌ଦସା
ବି. ଏକଦଶାହ କୃତ୍ୟ

ଏକ୍‌ପର୍‌ଛି
ବି. ଏକଚାଳିଆ


logo