logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଘାଇବା
କ୍ରି.କୌଣସି ବସ୍ତୁ ଅଧିକ କାଳ ବା ପରିମାଣରେ ଭୋଗ କରି,ବିଶେଷତଃ ଭୋଜନ କରି ତହିଁ ପ୍ରତି ସାମୟିକ ଭାବରେ ବିତୃଷ୍ଣ ହେବା | ଦୃ: `ମଂତ୍ରିଘରର୍‌ ବିହାଘର୍‌ ଥିଁ ମିଲ୍‌ଲା ଏତେ ମିଠା,ଖାଇ ଖାଇ ମୁନୁସ୍‌ ଚାଁଟି ହେଲେ ଅଘା ଚିଟା |`

ଅଘାଇଜିବା
କ୍ରି. କୌଣସି ପଦାର୍ଥ ବହୁ ପରିମାଣ ରେ ଖାଇ ପୂର୍ଣ ତୃପ୍ତି ଲାଭ ପରେ ଅଧିକ ଖାଇବା ପାଇଁ କ୍ଷୁଧା ଓ ଆଗ୍ରହ ଲୁପ୍ତ ହେବା l

ଅଘାଚିଟା
ବି. ଅଘାଇ ଯିବା ଅବସ୍ଥା l

ଅଘାପଛା
ବିଂ. ଆଗପଛ , ଜଣକ ପଛରେ ଆଉ ଜଣେ କ୍ରମରେ l

ଅଘାଭର୍‌ବା
କ୍ରି.ପେଟ ପୂରିବା l

ଅଘେଲ୍‌
ବିଂ. ପ୍ରଥମ ,ଅଗ୍ରିମ l

ଅଘୋର୍‌
ବିଂ.ଅପର୍ଯାପ୍ତ l

ଅଘୋର୍‌ ଘୋର୍‌
ବିଂ.ଅପର୍ଯାପ୍ତ l

ଅଂଗ୍‌ଛି
ବି.ଗାମୁଛା l

ଅଂଗ୍‌ଟା
ବି. ପାଦ ଆଂଗୁଠିର ଗୋଲ ମୁଦି l


logo