logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଲ୍‌ଫତୁ
ବିଂ. ଜଡ଼ବୁଦ୍ଧି, ଓଲୁ

ଉଲ୍‌ପା
ବି. ୧. ରାଜମିସ୍ତ୍ରି ମାନଂକର ବ୍ୟବହାର୍ଯ୍ୟ ଧାତୁ ଗୋଲକଯୁକ୍ତ ସୂତା ବିଶେଷ (କାଂଥର ଲଂବ ଭାବ ସମାନ ରଖିବା ପାଇଁ ଏହି ଉପକରଣ ମାପକ ରୂପେ ବ୍ୟବହାର କରାହୁଏ) ୨. ଓହଳା

ଉଲ୍‌ମାବା
କ୍ରି. ତଳଆଡ଼କୁ ଲଂବ ଭାବରେ ଝୁଲାଇବା

ଉଲ୍‌ମା ମୁହାଁ
ବିଂ . ତଳମୁହାଁ, ଲାଜକୁରା

ଉଲ୍‌ମା ତାଲ୍‌ବା
କ୍ରି. ଉଇ ଲାଗିବା

ଉଲ୍‌ମିବା
କ୍ରି. ତଳଆଡ଼କୁ ଲଂବ ବାଗରେ ଝୁଲିବା ଅବସ୍ଥାରେ ରହିବା, ଓହଳିବା

ଉଁଲ୍‌ଲା
ବିଂ. ଅଲଣା, ଭୂଲୁଂଠିତ

ଉଁଲ୍‌ଲିବା
ଉନ୍‌ଡ଼ିବା' ଦେଖ

ଉଲ୍‌ହା
ବିଂ ଓଲ୍ ଅର୍ଥାତ୍ ଆର୍ଦ୍ରତାଯୁକ୍ତ

ଉଲାଇବା
କ୍ରି. ଓହଳାଇବା , ଟାଂଗିବା


logo