logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ହେଲେ
ଅଂ. କିଂବା, ଅଥବା

ହେସୁ
ବି. ଧାନ

ହୋବମ୍
ବି. ଗଂଡଗୋଳ ଶବ୍ଦ, ଘୋ ଘା

ହୋରୁଆଚଘା
ବି. ସଂଗମାର୍ଥେ ଷଂଢ ଗାଈ ଉପରେ ଚଢିବା

ହୋଲୋହାଏଲ୍
ବି. ଗଂଡଗୋଳ ବା କୋଳାହଳ ସହ ଗର୍ହିତ କର୍ମ

ହୋଲ୍‌କୁଦା
ବି. ହୋଲି ଉତ୍ସବ ସମୟରେ ଅଶ୍ଳୀଳ ଗୀତ ଗାୟନ

ହୋସ୍
ବି. ଚେତା

ହୋସ୍‍ହବାସ୍
ବି. ଚୈତନ୍ୟାବସ୍ଥା, ମନ ଓ ଇଂଦ୍ରିୟାଦି ଠିକ୍ କାର୍ଯଶୀଳ ଥିବା ଅବସ୍ଥା


logo