logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ହେମାନେ
ସ. ସେମାନେ

ହେମାଲ୍
ବି. ୧. ଶୀତକାଳ | ୨. ପିଠିରେ ଓଜନିଆ ବସ୍ତା ବୋହିବା ଲୋକ

ହେମାଲି
ବି. 'ହେମାଲ' ର କାର୍ଯ

ହେମି
କ୍ରି. ହେବି

ହେମୁ
କ୍ରି. ହେବୁ

ହେର୍‌ନା
ବି. ହରିଣ, ମୃଗ

ହେଲଗେ
ଅଂ. ତତ୍‌କ୍ଷଣାତ୍, ହେଇ ଲାଗେ

ହେଲ୍‌ବେଲା
ବି. ଗୋଡ଼ ହଲାଇ ନାଚିନାଚି ଗୀତ ଗାଇଗାଇ ଶିଶୁମାନେ ଖେଳିବା ଖେଳ | ଦୃ : 'ହେଲ୍‌ବେଲାରେ ହେଲ୍‌ବେଲା, ବାସି ପଖାଲେ ନୁନ୍‍ଗୁଲା

ହେଲ୍‌ବେଲିଆ
ବିଂ. ନିର୍ବୋଧ, ଜଡ଼ବୁଦ୍ଧି

ହେଲାବା
କ୍ରି. ଅନ୍ୟର ଅନିଷ୍ଟ କରିବା ପାଇଁ ପ୍ରବର୍ତାଇବା


logo