logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉଦ୍‌ରିବା
କ୍ରି. ଅଂଶ ବିଶେଷ ଫାଟିଯାଇ ବା ଦୀର୍ଣହୋଇ ପଡ଼୍ ନପଡ଼୍ ଅବସ୍ଥାରେ ଥିବା କିଂବା ପଡ଼ିଯିବା | ଦୃ : ପାଏନ୍ ମାଡ଼୍ ଖାଇକରି ଇ କାଁଥିର୍ ଖଁଡେ ଉଦ୍‌ରିଜାଇଛେ

ଉଦ୍/ଧ୍‌ଲିଆ
ବି. ରୀତିମତ ବିବାହ ନକରି ବୈବାହିକ ଜୀବନଯାପନ କରିବା ପ୍ରଥା, ଅବୈଧ ସହବାସ ପାଇଁ ପ୍ରଣୟୀ ଓ ପ୍ରଣୟିନୀର ଗୋପନ ଗୃହତ୍ୟାଗ ଓ ଅନ୍ୟତ୍ର ଅବସ୍ଥାନ

ଉଦ୍‌ଲିବା
କ୍ରି. ଡିଆଁ ମାରିବା

ଉଦା
ବିଂ ଓଦା, ଆର୍ଦ୍ର

ଉଦିଆଁ
ବିଂ. ଉଦିତ ହୋ‌ଇଥିବା, ଉଦୟମାନ

ଉଦିଆନ୍ (ହୋ‌ଇଯିବା)
ବିଂ. ନାଚର, ନିରାଶ୍ରୟ

ଉଦିଆପନ୍
ବି. (ଧର୍ମକର୍ମାଦି) ଉଦ୍‌ଯାପନ

ଉଦିନିଆ
ବିଂ. ଅଦିନିଆ

ଉଦିବା
କ୍ରି. ଉଇଁବା, ଉଦୟ ହେବା

ଉଦୁଆ
ବିଂ. ମେଲା


logo