logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଉତ୍‌ରୁ/ରୁଁ
ଅ. ଉତ୍ତାରୁ, ପରେ

ଉତ୍‌ରେନ୍
ବିଂ. ଗଡ଼ାଣି, କ୍ରମନିମ୍ନ ପଥ

ଉତାତୁଆ
ବିଂ. ଥରକୁ ଥର

ଉତାଧୁର୍‌ଲା
ବିଂ. ଲାଗ୍ ଲାଗ୍ , ଅନବରତ, ତହାକୁ ତୁହା | ଦୃ : ଉତା ଧୁର୍‌ଲା ପାଏନ୍ ବର୍‌ସୁଛେ

ଉତାର୍‌କେ ଉତାର୍
ବିଂ. ଗୋଟିଏ ପରେ ଗୋଟିଏ , ଦଳ ପରେ ଦଳ , କ୍ରମଶଃ | ଦୃ : ଆମର ଘର୍‌କେ ଉତାର୍‍କେ ଉତାର୍ କୁଲୁଆଁ ଅସୁଛନ୍

ଉତିଏଲ୍ ହେବା
କ୍ରି. କୌଣସି କାର୍ଯ୍ୟ ପାଇଁ ଅର୍ଧେର୍ଯ ପୂର୍ବକ ତ୍ୱରାନ୍ୱିତ ହେବା

ଉତିବା
କ୍ରି. ଉଛୁଳିବା, ଅଧିକ ଉତ୍ତପ୍ତ କ୍ଷୀର ଉତୁରିପଡ଼ିବା

ଉତିଯିବା
ଉତିବା' ଦେଖ

ଉତୁକିରା
ଉଟୁ' ଦେଖ

ଉତୁର୍ ଛଲିଆ
ବିଂ. ବୃଥା ଆଡଂବର ପ୍ରଦର୍ଶନକାରୀ


logo